ଝାଇଁ ମାରିବା
ଝାଇଁ ମାରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ବହୁକାଳ ଏକ ଅବସ୍ଥାରେ ଅବସ୍ଥାନ କରିବା ଯୋଗୁଁ ଅବଶ ହୋଇ ଥିବା ଶରୀରର କୌଣସି ଅଙ୍ଗକୁ ସ୍ଥାନାନ୍ତର କଲେ ବା ଘୁଞ୍ଚାଇଲେ ଯେଉଁ ଝିମି ଝିମି ଅନୁଭୁତି ହୁଏ —୧. Tingling sensation felt while moving a benum- bed limb.
- ୨. ଝୋଲା ମାରିବା —୨. Swooning; feeling of physical drooping; fainting.
ଝାଇଁ ମାରିବା
ଓଡ଼ିଆ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଝୋଲା ମାରିବା
- ୨. କାନରେ ଭାଁ ଭା ଶବ୍ଦ ହେବା