ଝାଏଁନେ

ଉଇକିଅଭିଧାନ‌ରୁ

ଝାଏଁନେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଝାଏ ନେ—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) କ୍ରି. ବିଶେଷଣ - (ସଂସ୍କୃତ - ଝଟିତ)[ସମ୍ପାଦନା]

ଝଟ୍; ଶୀଘ୍ର; ଅତି ଚଞ୍ଜଳ —Very soon; swiftly; at once.