ଝାଙ୍କର୍

ଉଇକିଅଭିଧାନ‌ରୁ

ଝାଙ୍କର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବି[ସମ୍ପାଦନା]

୧. ଅନାର୍ଯ୍ୟ ଜାତିବିଶେଷ — ୧. A non-Ariyan caste in Sambalpur.

[ ଦ୍ର—ଏମାନେ ବଣଦେବତା ପୂଜାହାରୀ କାମ କରନ୍ତି ଓ ଗ୍ରାମ ଚଉକିଦାର କାର୍ଯ୍ୟ କରନ୍ତି]

୨. ଗ୍ରାମର ଚଉକିଦାର —୨. Village-watchman.

[ ଦ୍ର—ଏମାନଙ୍କୁ ଦିଆ ଯାଇଥିବା ଜାଗିରିକୁ ଝାଙ୍କର ଜାଗିର୍ ବୋଲାଯାଏ]