ଝାଙ୍କିବା
ଝାଙ୍କିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ - (ସଂସ୍କୃତ - ଅଧ୍ୟକ୍ଷ; ପ୍ରା ଅଜ୍ଝକ=ଆଖିର ସମ୍ମୁଖରେ)[ସମ୍ପାଦନା]
- ୧. ଲୁଚିକରି ଚାହିଁବା ଓ ଚାହିଁକରି ଲୁଚିବା — ୧. To look from a covert.
ଝାଙ୍କି ନୟନକୁ ଦେଇ ଅୟନକୁ ଗତିବନ୍ତି ପୁଣପୁଣି ଅଭିମନ୍ୟ ବିଦଗ୍ୱଚିନ୍ତାମଣି
- ୨. ଝାଙ୍କି ମାରିବା; ଉହୁଙ୍କି କରି କୌଣସି ଉଚ୍ଚ ସ୍ଥାନର ଅନ୍ତରାଳରୁ ମୁଣ୍ଡ ଟେକି ଚାହିଁବା — ୨. To peep across a high barrier.
ଠାବେ ଠାବେ ଅଭ୍ରଗଣ୍ଡ ସ୍ପର୍ଣ୍ଣକାନ୍ତି ଶିର ତୋଳି ଶୈଳଶିଖୁଁ ଝାଙ୍କୁଥାନ୍ତି—ରାଧାନାଥ ଚିଲିକା
- ୩. (ସଂସ୍କୃତ - ଝମ୍ପା) ଇତସ୍ତତଃ ବା ତଳକୁ ଟାଣିବା; ଆକର୍ଷଣ କରିବା; ଜୋର୍ରେ ଝିଙ୍କିବା; ବେଗରେ କମ୍ପିତ
କରିବା —୩. To pull down; to tug; to draw with force; to jerk
ଝାଙ୍କିନେଇ ମନ—ମଣିକି ଯା ସ୍ତନ—ସମ୍ପୁଟରେ ରଖାଇଲୁ କବିସୂର୍ଯ୍ୟ. ସଙ୍ଗୀତ
- ୪. (ନିଦ୍ରା ଓ ନିଶା ଆଦି) ଆକ୍ରମଣ କରି ଅବନତ କରିବା; ଝୁଙ୍କାଇବା; ଅଚେତନ କରିବା — ୪. To cause one to totter; to overpower one (said of sleep or intoxication).
- ୬. ଘୁରାଇବା —୬. To whirl.
- ୭. ଝାମ୍ପିବା —୭. To swoop (Howells).
- ୮. ଦୋହୋଲାଇବା; ଜୋର୍ରେ ହଲାଇବା — ୮. To give a violent shaking.