ଝାଙ୍କ ଛିଡ଼ିଯିବା

ଉଇକିଅଭିଧାନ‌ରୁ

ଝାଙ୍କ ଛିଡ଼ିଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଝାଙ୍କ ଛାଡ଼ିବା, ଝାଙ୍କ ଛାଡ଼ି ଯିବା, ଝାଙ୍କ ଛିଡ଼ିବା—ଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଦୁଇଜଣଙ୍କ ମଧ୍ୟରେ କଳି ବା ବାଗ୍ୱି— ତଣ୍ଡାର ହପ୍ପା ଉଠି ନିବର୍ତ୍ତିବା ବା ଉଭୟେ କ୍ଳାନ୍ତ ହେବା — Being tired after a fit of quarreling.

(ଯଥା—ତାର ମୋର କଳିରେ ଝାଙ୍କ ଛିଡ଼ି ଗଲା)