ଝାଞ୍ଜି

ଉଇକିଅଭିଧାନ‌ରୁ

ଝାଞ୍ଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂ ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ୱା ଜର୍ଜର][ସମ୍ପାଦନା]

୧. ଗରମ; ଉତ୍ତାପ; ତାତି; ସନ୍ତାପ —୧. Heat; excessive heat.

ଝଷଧ୍ୱଜ ପୀଡ଼ା ଝାଞ୍ଜି ତାତିରୁ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଝ ଗୀତ

୨. (ସଂସ୍କୃତ - ଜର୍ଜର=ଶୈବାଳ) ବୋରଝାଞ୍ଜି ନାମକ ଭାସମାନ ଦଳବିଶେଷ —୨. A kind of aquatic broad-and-thick-leaved plant floating on water.

[ ଦ୍ର—ଏଥିର ପତ୍ର ଗୋଲ, ଗୋଲାପଫୁଲର ପାଖୁଡ଼ାପରି; ଚେର ସରୁସରୁ, ଫୁଲ ନାହିଁ; ଏହା ପବନଦ୍ୱାରା ଜଳାଶୟର ଏପାଖ ସେପାଖକୁ ତଡ଼ି ହୋଇ ଯାଇ ଭାସୁଥାଏ]

୩. ଆତାପତାପିତ ବାୟୁ; ତପ୍ତ ବାୟୁ; ଲୁ; ତବତି — ୩. Hot waves of air; heat-waves.

(ଯଥା—ବୈଶାଖମାସ ଦୁଇପହରବେଳେ ଖୁବ୍ ଝାଞ୍ଜି ପିଟୁଚି)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଅସହ୍ୟ ତାପଯୁକ୍ତ —୧. Unbearably hot.
୨. ଉତ୍ତପ୍ତ —୨. Heated.