ଝାଟ

ଉଇକିଅଭିଧାନ‌ରୁ

ଝାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବି—(ସଂସ୍କୃତ - ଝଟଧାତୁ=ସଂହତ ହେବା+କର୍ତ୍ତୃ. ଅ)

୧. ନିକୁଞ୍ଜ —୧. Grove.
୨. ଗୁଳ୍ମ; କ୍ଷୁଦ୍ର ବୃକ୍ଷ —୨. Small tree; plant.
୩. ବୁଦା —୩. Bush.
୪. ମାର୍ଜନା; ଓଳାଇବା —୪. Sweeping with a broom.
  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପ୍ରହାରାର୍ଥ ବ୍ୟବହୃତ ପତ୍ର ଓ ଶାଖାବିହୀନ ଛୋଟ ଡାଳ; ଛାଟ; ଛାଟିଆ —୧. A small leafless and branchless twig used for thrashing.