ଝାଟି ଚମ୍ପା

ଉଇକିଅଭିଧାନ‌ରୁ

ଝାଟି ଚମ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଏକ ପ୍ରକାର ବଡ଼ ଗଛ — A kind of big wild tree.

[ ଦ୍ର—ଏହା ଉଚ୍ଚରେ ୮/୧: ହାତ ପର୍ଯ୍ୟନ୍ତ ବଢ଼େ; ପତ୍ର ଆମ୍ୱ ପତ୍ର ପରି ପତ୍ରକୁ ୭ଟି ମରିଚ ସଙ୍ଗେ ବାଟିଲେ ନାଳନାଳୁଆ ହୁଏ ତାକୁ ଘାଆରେ ଲଦିଲେ ଘାଆ ଶୁଖିଯାଏ ]