ଝାଡ଼ଣ

ଉଇକିଅଭିଧାନ‌ରୁ

ଝାଡ଼ଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ଗଦା ହେବା)[ସମ୍ପାଦନା]

୧. ଯାହାଦ୍ୱାରା ଘର ବା ଘରର ଉପକରଣମାନଙ୍କରୁ ଧୂଳି ଝା଼ଡ଼ିନ୍ତି; ପୋଛା, ସମ୍ମାର୍ଜ୍ଜନୀ —୧. A duster.
୨. ଝାଡୢବା କର୍ମ; ଝଡ଼ା — ୨. Act of shaking off dusting or cleansing.


ଅନୁବାଦ[ସମ୍ପାଦନା]

୩. ଗାଳି ବୃଷ୍ଟି; ସୋଧନ — ୩. A shower of rebukes or abuses.