ଝାଡ଼ିଝୁଡ଼ି ଦେବା

ଉଇକିଅଭିଧାନ‌ରୁ

ଝାଡ଼ିଝୁଡ଼ି ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. କୌଣସି ବ୍ୟକ୍ତିର ଦେହର ସବୁ ଅଙ୍ଗରୁ ଧୂଳି ଝାଡ଼ି ବା ମଇଳା ଆଦି ଗାମୁଛା ବା ଝାଡ଼ଣଦ୍ୱାରା ସଫା କରିବା — ୧. To cleanse the body of a person of all dust and dirt with a cloth or duster.
୨. କୌଣସି ଗୃହ ବା ସ୍ଥାନର ସବୁ ଅଂଶକୁ ଓଳାଇ କରି ସୁପରିଷ୍କୃତ କରିବା —୨. To thoroughly sweep a place or house clean.
୩. କୌଣସି ବ୍ୟକ୍ତିକୁ ନିଃସମ୍ୱଳ କରିଦେବା; କୌଣସି ବ୍ୟକ୍ତିଠାରୁ ସମସ୍ତ ଧନ ନିଃଶେଷିତ କରିବା — ୩. To make a person pennyless.
୪. ଶୂନ୍ୟ କରିଦେବା; ଖାଙ୍କା କରିଦେବା — ୪. To empty; to exhaust.
୫. ରୋଗୀ ବା ଭୂତାବିଷ୍ଟ ବ୍ୟକ୍ତର ସର୍ବାଙ୍ଗକୁ ମନ୍ତ୍ରପାଠ ପୂର୍ବକ ଏକାଧିକଥର ଝାଡ଼ିବା — ୧୦. To repeatedly make passes and blow air through the mouth on the body of a patient during exorcism.