ଝାଡ଼ୁ

ଉଇକିଅଭିଧାନ‌ରୁ

ଝାଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଝଟ ଧାତୁ= ଓଳାଇବା; ତୁଳ. ଫାରାସୀ - ଜାରୁ= ଛାଞ୍ଚୁଣୀ (ଜ୍ଞାନେନ୍ଦ୍ର)][ସମ୍ପାଦନା]

ସମ୍ମାର୍ଜନୀ; ଛାଞ୍ଚୁଣୀ; ବଢ଼ିଣା; ପହଁରାମୁଠା —Broom; sweeping mop; broomstick.