ଝାଡ଼ୁଖିଆ

ଉଇକିଅଭିଧାନ‌ରୁ

ଝାଡ଼ୁଖିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଝାଡ଼ୁଖାଈ—ସ୍ତ୍ରୀ) 

(ଝାଡ଼ୁଖୋର୍—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଂ.[ସମ୍ପାଦନା]

୧. ଯେ ଝାଡ଼ୁରେ ମାଡ଼ ଖାଏ — ୧. Getting a thrashing with broom-stick.
୨. (ଗାଳି) ଯାହାକୁ ସ୍ତ୍ରୀଲୋକ ଝାଡ଼ୁ ମାରେ — ୨. (a term of abuse) One who is beaten with a broomstick by a woman.