ଝାଡ଼ୁ ଦେବା
ଝାଡ଼ୁ ଦେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଝାଡ଼ୁ ଦେବା
|
(ଝାଡ଼ୁ ମାରିବା—ଅନ୍ୟରୂପ) ===
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. କୌଣସି ସ୍ଥାନକୁ ଝାଡ଼ୁଦ୍ୱାରା ଓଳାଇବା — ୧. To sweep a plase clean with a broom.
- ୨. କୌଣସି ବ୍ୟକ୍ତିକୁ ଝାଡ଼ୁଦ୍ୱାରା ପ୍ରହାର କରିବା —୨. To beat with a broom-stick.