ଝାଡ଼ୁ ମୁଠା

ଉଇକିଅଭିଧାନ‌ରୁ

ଝାଡ଼ୁ ମୁଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଝାଡ଼ୁମୁଠି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ହିନ୍ଦୀ - ଝାଡ଼ୁ+ସଂସ୍କୃତ - ମୃଷ୍ଟି)[ସମ୍ପାଦନା]

ସମ୍ମାର୍ଜ୍ଜନୀ ପାଇଁ ଏକତ୍ର ପନ୍ଧା ହୋଇଥିବା ଖଡ଼ିକା ବା ଖଜୁରି— ପତ୍ରାଦିର ଗୁଚ୍ଛ; ଛାଞ୍ଚୁଣୀ ମୁଠା — Broom-stick.