ଝାଡ଼ ଗୁରୁଡ଼ି

ଉଇକିଅଭିଧାନ‌ରୁ

ଝାଡ଼ ଗୁରୁଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଝାଡ଼ଗୁରୁଡ଼, ଝାଡ଼ଗିରିଡ଼ି, ଝାଡ଼ଗେରଡ଼ିଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଜଙ୍ଗଲରେ ମନକୁ ଉଠିଥିବା ଆମ୍ୱଗଛମାନଙ୍କରେ ଯେଉଁ ଗୁରୁଡ଼ି ବା ଛୋଟ ଛୋଟ ଆମ୍ୱ ଫଳେ; ବନ୍ୟ ଆମ୍ରବୃକ୍ଷଜାତ କ୍ଷୁଦ୍ର ଫଳ — Small mangoes from trees growing wild in forest.