ଝାଡ଼ ଫାନୁସ

ଉଇକିଅଭିଧାନ‌ରୁ

ଝାଡ଼ ଫାନୁସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାଟ+ଫାରାସୀ - ଫାନୂସ୍)[ସମ୍ପାଦନା]

୧. ରୋସନୀ ଓ ମଜଲିସରେ ସଜାଯିବା କାଚର ଆଲୋକ ସ୍ତମ୍ଭମାନ — ୧. Chandeliars and chinese lanterns.
୨. ଏକପ୍ରକାର ବାଣ ବା ଆତସବାଜି ଯାହା କରାଗଲେ ଝାଡ଼ପରି ଦେଖାଯାଏ — ୨. A kind of firework which exhibits chandeliar-figures when set on fire.