ଝାନ୍ସି

ଉଇକିଅଭିଧାନ‌ରୁ

ଝାନ୍ସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ରାଜପୁତାନା ଅନ୍ତର୍ଗତ ଗୋଟିଏ ବଡ଼ ସହର —Jhānsi; a town in Rājaputanā

[ଦ୍ରଷ୍ଟବ୍ୟ —ଅରଛା ରାଜ୍ୟର ରାଜା ବୀରସିଂହଙ୍କଦ୍ୱାରା ଏଠାରେ ଏକ ପ୍ରସିଦ୍ଧ ଦୁର୍ଗ ନିର୍ମିତ ହୋଇଥିଲା ଝାନ୍ସି ରାଣୀ ଲକ୍ଷ୍ମୀବାଈ ଉକ୍ତ ଦୁର୍ଗ ରକ୍ଷା ପାଇଁ ଇଂରେଜଙ୍କ ସହିତ ଘୋର ଯୁଦ୍ଧ କରିଥିବା ବିଷୟ ଇତିହାସ ପ୍ରସିଦ୍ଧ—ମଦନମୋହନ. ତୀର୍ଥଦର୍ଶକ. ୪ର୍ଥ ]