ଝାମ୍ପ ମାରିବା

ଉଇକିଅଭିଧାନ‌ରୁ

ଝାମ୍ପ ମାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ହିଂସ୍ର ପଶୁପକ୍ଷୀମାନେ) ନଖଦ୍ୱାରା ଆକର୍ଷଣ କରି କୌଣସି ପଦାର୍ଥ ନେଇଯିବା — ୧. to snatch away a thing by pounching (said of birds and beasts of prey.)
୨. ଶିକାର ଉପରେ ବଳପୂର୍ବକ ଆକ୍ରମଣ କରି ପତିତ ହେବା — ୨. To swoop upon a prey.



ଝାମ୍ପ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଝାମ୍ପିବା, ଚିଲା ମାରିବା