ଝାର
ଝାର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଝାଟ=କ୍ଷଦ୍ର ବୃକ୍ଷ; ତୁଳ. ଏହି ଅର୍ଥରେ ହିନ୍ଦୀ - ଶବ୍ଦ)[ସମ୍ପାଦନା]
ଝାଡ଼; ଜଙ୍ଗଲ —Forest.
[ଦ୍ରଷ୍ଟବ୍ୟ —ଏହି ଶବ୍ଦରୁ ଝାର୍ସୁଗୁଡ଼ା, ଝାର୍କଟା ଆଦି ସ୍ଥାନର ନାମ ହୋଇଅଛି]
ଝାର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ -[ସମ୍ପାଦନା]
ଘାସ — Grass.