ଝାରିବା

ଉଇକିଅଭିଧାନ‌ରୁ

ଝାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି—(ତୁଳ. ଏହି ଅର୍ଥରେ ହିନ୍ଦୀ - ଝାର୍ନା)[ସମ୍ପାଦନା]

୧. ଝାଡ଼ିବା (ଦେଖ) - ୧. Jhāṟḍ̠ibā (See)
୨. ଝରାଇବା; ଗଡ଼ାଇବା —୨. To let fall; to drop.

ମୁକ୍ତାନିଦୀ ଅଶ୍ରୁବିନ୍ଦୁ ଝାରି ନେତ୍ର ଅନ୍ତେ—ନନ୍ଦକିଶୋର. ସୀତାବନବାସ

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ବାଲିରେ ମିଶିଥିବା ସୁନାରେଣୁକୁ ପାଛୁଡ଼ି ବାହାର କରିବା —To cause the gold dusts to separate from sand by winnowing or serving.

[ଦ୍ରଷ୍ଟବ୍ୟ —ସମ୍ୱଲପୁର ଅଞ୍ଚଳରେ ଯେଉଁ ଜାତି ବାଲିରୁ ସୁନା ଝାରନ୍ତି ତାଙ୍କୁ ଝରା ବୋଲାଯାଏ]