ଝାଲର

ଉଇକିଅଭିଧାନ‌ରୁ

ଝାଲର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଲ; ତୁଳ. ସଂସ୍କୃତ - ଝଲ୍ଲା=ଟୋକେଇ; ସଂସ୍କୃତ - ଜୁଳ ବା ଧୂଳ ଧାତୁ Beams; ସଂସ୍କୃତ - ଝଲ୍ଲରୀ; ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

୧. ତରଙ୍ଗ ବା ଜାଲ ଆକାରର ଯେଉଁ କାରୁକାର୍ଯ୍ୟବିଶିଷ୍ଟ ବସ୍ତ୍ରଖଣ୍ଡ ବା ସୁତୁଲିମାନ ମଶାରି ଓ ଚାନ୍ଦୁଆ ଆଦିର ଝଡ଼ିରୁ ଲ଼ଟକି ଥାଏ — ୧. Ornamental or network fringe of cloth; hanging fringe; frilled edging.

ଚନ୍ଦ୍ରାତପ ତଳେ ଝୁଲଇ ମଞ୍ଜୁଳ ଝାଲର ପରାଏ ପତ୍ର ସଙ୍ଗେ ଫୁଲ—ରାଧାନାଥ. ଚିଲିକା

୨. ମୟୁର ଚନ୍ଦ୍ରିକା — ୨. Tail-feather of a peacock.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଧାନ — A species of paddy.