ଝାଲରି

ଉଇକିଅଭିଧାନ‌ରୁ

ଝାଲରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଝାଲରା (ଦେଖ) - ୧. Jhālara (See)
୨. କବାଟ, ସବାରି ପ୍ରଭୃତିରେ ଏକତ୍ର ସଂଯୋଜିତ ଝରକା ପରି ପରସ୍ପର ଅସଂଲଗ୍ନ କାଷ୍ଠଖଣ୍ଡମାନ; ଝିଲ୍ମିଲି — ୨. Venetian blind.