ଝାଲି

ଉଇକିଅଭିଧାନ‌ରୁ

ଝାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)[ସମ୍ପାଦନା]

୧. ପୁଚ୍ଛ; ଲାଞ୍ଜ; ଲାଙ୍ଗୁଡ଼ — ୧. The tail of an animal.
୨. ଆଚାର —୨. Pickle; fruit-preserves.
୩. ଝାଲର —୩. Ornamental network or fringe of cloth or strings.
୪. କାନ ଭିତରର ସୂକ୍ଷ୍ମ ଚର୍ମ୍ମ — ୪. Membrane inside the ear.