ଝାଳିବା

ଉଇକିଅଭିଧାନ‌ରୁ

ଝାଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଝଳ ବା ଜ୍ୱଳ ଧାତୁ;ସଂସ୍କୃତ - ଉଦ୍ଧାର)[ସମ୍ପାଦନା]

୧. ଧାତୁନିର୍ମିତ ପାତ୍ର ଓ ଅଳଙ୍କାରାଦିର ଅଂଶମାନଙ୍କୁ ଗଳିତ ଧାତୁଦ୍ୱାରା ସଂଯୋଜନ କରିବା ବା ଜୋଡ଼ିବା — ୧. To solder the different parts of a metal- pot or ornament.
୨. ସଂଲଗ୍ନ କରିବା —୨. To attach.

ଝାଳି ଦେଲୁ ନାହିଁ ଝଳି ଚାନ୍ଦମୂହୀଁ ଗଣ୍ଡକୁ ମୋ ଗଣ୍ଡେ ଥରେ— କବିସୂର୍ଯ୍ୟ, ସଙ୍ଗୀତ

୩. ଅଳଙ୍କାରାଦି ଧାତୁ ପଦାର୍ଥକୁ ଘଷି ମଜି ଉଜ୍ଜଳ କରିବା — ୩. To brighten or burnish ornaments or other metalic things.
୪. ଉଝାଳିବା; କୁଅ ପଖୋରୀ ଆଦିର ପଙ୍କୋଦ୍ଧାର କରିବା — ୪. To clear out silt from the bottom of an old well or tank.
୫. ଭଙ୍ଗା ବାସନ ବା ଅଳଙ୍କାର ଉପରେ ଧାତୁର ପାତିଆ ଦେଇ ମରାମତି କରିବା —To mend a broken or damaged utensil or ornament.