ଝାଳୁଆ
ଝାଳୁଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଝାଳେଈ, ଝାଳୋଈସ୍ତ୍ରୀ
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ସ୍ୱେଦଯୁକ୍ତ; ଘର୍ମାକ୍ତ — ୧. Perspiring.
- ୨. ଯହିଁରୁ ସର୍ବଦା କ୍ଷୁଦ୍ର ଜଳକଣାମାନ ବହେ — ୨. Giving out moisture.
- ୩. ପୁଂ—ଯେଉଁ ବ୍ୟକ୍ତି ଦେହରୁ ସର୍ବଦା ଝାଳ ବହୁଥାଏ — ୩. (a person) Who perspires profusely.
ପ୍ରାଦେଶିକ - (ମେଦିନୀପୁର)ବିଶେଷଣ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଝାଲୁୟା)[ସମ୍ପାଦନା]
ରାଗୁଆ; ରାଗା —Pungent.