ଝାଳେଇବା
ଝାଳେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଝାଳେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. (ଅଙ୍ଗରୁ) ସ୍ୱେଦସ୍ରାବହେବା; ସ୍ୱେଦ ମୋଚନ କରିବା; (ଅଙ୍ଗ) ଘର୍ମାକ୍ତ ହେବା — ୧. To perspire; to aweat.
- ୨. (କୌଣସି ବସ୍ତର ଦେହଯାକ) କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ଆଚ୍ଛନ୍ନ ହେବା —୨. To be covered over with minute particles of water; to give out moisture.
- ୩. ବାମ୍ପୁଆଣିଦ୍ୱାରା ବା କୃତ୍ତ୍ରିମ ଉପାୟରେ ମନୁଷ୍ୟର ଦେହରୁ ସ୍ୱେଦୋଦ୍ଗମ କରାଇବା —୩. To bring about perspiration by means of vapour- bath or medicine.