ଝାଳ ଗମ୍‌ଗମ୍

ଉଇକିଅଭିଧାନ‌ରୁ

ଝାଳ ଗମ୍‌ଗମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଝାଳ ସରସର; ଝାଳ ଜରଜର—ଅନ୍ୟରୂପ)

ଦେଶଜ - ବିଶେଷଣ -[ସମ୍ପାଦନା]

ଝାଳରେ ବୁଡ଼ି ଯାଇଥିବା; ଘର୍ମାକ୍ତ — Profusely perspiring.