ଝାସ

ଉଇକିଅଭିଧାନ‌ରୁ

ଝାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଷ ଧାତୁ=ବଧ କରିବା, ସଂସ୍କୃତ - ଝମ୍ପ; ସଂସ୍କୃତ - ଧ୍ୱଂସ)[ସମ୍ପାଦନା]

୧. କୌଣସି ସତ୍ୟର ପରୀକ୍ଷା ବା ପ୍ରାଣତ୍ୟାଗ ନିମନ୍ତେ ଜଳ ବା ଅଗ୍ନିକୁ ଡେଇଁବା — ୧. Jumping into fire or water for ordeal or suicide.

ବିକଳ୍ପିଥିଲେ ଦେବି ଅନଳେ ଝାସ ଭଞ୍ଜ. ବୈଦେହୀଶବିଳାସ

୨. (ସଂସ୍କୃତ - ଧର୍ଷଣ) ଅଗ୍ନି ବା ସୂର୍ଯ୍ୟଙ୍କର ତେଜ; ତାତି; ତାପ; ଧାସ —୨. Glare; blaze of the sun or fire.

ନୀଯବନ ପବନ ନିର୍ଦ୍ଧୂମଶିଣ ଧନଞ୍ଜୟ ଝାସରୁ କରେ କଟୁ କେଳି କବିସୂର୍ଯ୍ୟ. କିଶୋରୀ ଚମ୍ପୂନ ଗୀତ