ଝିଲପି
ଝିଲପି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. (ଫାରାସୀ - ଜୁଲ୍ ଫ୍; ସଂସ୍କୃତ - ନାମ କାକପକ୍ଷ)— କର୍ଣ୍ଣମୂଳ ପାଖେ ଯେଉଁ କର୍ତ୍ତିତ ବକ୍ର କେଶ ଥାଏ — ୧. Curling lock hanging down and dressed so as to descend and curve round the lobe of the ear.
କି ମଧୁର ଦିଶେ ଗୌର ଗଣ୍ଡେ କଳା-କାନ ଖିଲପି ରାଧାନାଥ. ଉଷା
- ୨. ଜିଲିବି (ଦେଖ) - ୨. Jilibi (See)