ଟର୍ମିନାଲ୍ ଟାକ୍ସ

ଉଇକିଅଭିଧାନ‌ରୁ

ଟର୍ମିନାଲ୍ ଟାକ୍ସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

କଲିକତା ପୁରୀ ପ୍ରଭୃତି ବଡ଼— ବଡ଼ ସହର ଓ ତୀର୍ଥକୁ ଯାଉଥିବା ଯାତ୍ରୀଙ୍କ— ଠାରୁ ରେଳ ଟିକଟ୍ ଉପରେ ରେଳ ମାସୁଲ ଛଡ଼ା ଆଦାୟ କରାଯିବା ଆଦାୟ କରାଯିବା ଅଧିକା ଟାକ୍ସ — Termibnal tax.

[ଦ୍ରଷ୍ଟବ୍ୟ —ଏହି ଟାକ୍ସ ପ୍ତତ୍ୟେକ ଟିକଟ୍ କିଣିବା ଲୋକଠାରୁ ଦୁଇପଇସା ବା ଚାରିପଇସା ଲେଖାଏଁ ଆଦାୟ ହୁଏ ଓ ତାହା ଟିକଟର ସାସୁଲ ସଙ୍ଗେ ସାମିଲ ହୋଇ ଆଦାୟ କରାଯାଏ ରେଳ କୋମ୍ପାନୀ ତାହା ଏକାଠେଇଁ କରି ଗଭର୍ଣ୍ଣମେଣ୍ଟଙ୍କୁ ଦିଅନ୍ତି ଏତଦ୍ଦ୍ୱାରା ଗଭର୍ଣ୍ଣମେଣ୍ଟ ଉକ୍ତ ସ୍ଥାନର ସ୍ୱାସ୍ଥ୍ୟୋନ୍ନତିଜନକ କାର୍ଯ୍ୟର ବ୍ୟୟ ନିର୍ବାହ କରନ୍ତି]