ଟାକୁଆ ଆମ୍ୱୁଲ

ଉଇକିଅଭିଧାନ‌ରୁ

ଟାକୁଆ ଆମ୍ୱୁଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କଞ୍ଚା ଆମ୍ୱ ଉପରୁ ଚୋପା ଚାଞ୍ଛି ତହିଁ ମଧ୍ୟରୁ ଟାକୁଆ ଓ କୋଇଲି ନ କାଢ଼ି ଶୁଖାଇ ପ୍ରସ୍ତୁତ କରିବା ଆମ୍ୱୁଲ; ଟାକରା ଆମ୍ୱୁଲ —Unripe mango scraped of its rind and seasoned for being used as piokle.