ଟିକର
ଟିକର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - କଙ୍କର)[ସମ୍ପାଦନା]
- ୧. ଗୋଡ଼ି — ୧. Shingles; pebbles; gravel.
- ୨. ଢିପ; ଉଚ୍ଚଜମି —୨. High land.
- ୩. ବାଲିସ୍ତୂପ ବା ବନ୍ଧ —୩. Sandbank.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଉଚ୍ଚ ବା ନିଗିଡ଼ା (ଭୁମି) — ୧. High and dry (land); elevated.
- ୨. ପଥୁରିଆ; ଗୋଡ଼ିଆ (ଭୁମି) — ୨. Shingly; stone; gravelly.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]
ବ୍ୟଙ୍ଗୋକ୍ତି; ପରିହାସ — Banter; joke.