ଠଣ
ଠଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସ୍ଥା ଧାତୁ)[ସମ୍ପାଦନା]
- ୧. ଅଙ୍ଗର ଶୋଭା — ୧. Symmetry; bodily grace.
ଠଣ ସୁନ୍ଦର ଶିରୋମଣି, ଠାବେ କମଳା ଯାର ରାଣୀ କମଳଲୋଚନ. ଚଉତିଶା
- ୨. ଠାଣ —୨. Pose of the body.
- ୩. ସୌନ୍ଦର୍ଯ୍ୟ —୩. Grace; beauty.
- ୪. ଅଙ୍ଗର ଗଠନ —୪. Cut of the body.
କୋଇଲି ! ଠଣ ଯେ ସୁନ୍ଦର ବେନି ପୋଏ ବଳରାମ ଦାସ. କୋଇଲି
ବିଶେଷଣ -[ସମ୍ପାଦନା]
ସୁନ୍ଦର —Graceful.
ଠଣ ଚନ୍ଦ୍ରମୁହଁରେ, ଠଉରିବି କେହିରେ କବିସୂର୍ଯ୍ୟ. ରତ୍ନାକରଚମ୍ଫୂ ଠ ଗୀତ