ଠିଆ ପୁଚି

ଉଇକିଅଭିଧାନ‌ରୁ

ଠିଆ ପୁଚି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯୁବତୀ ଓ ବାଳିକାମାନେ ଠିଆ ହେବା ଅବସ୍ଥାରେ ଅର୍ଥାତ୍ ଚାଲି ଚାଲି ଯେଉଁ ପୁଚି ଖେଳ ଖେଳନ୍ତି — A frisking dance danced by girls in a standing posture.

ଠିଆ ପୁଚି ନାରଙ୍ଗ, ଗୋଡ଼ ଦିଓଟି ସାରଙ୍ଗ—ପୁଚିଗୀତ

[ ଦ୍ର—ବାଳିକାମାନେ ବସି ବସି ପୂଚି ଖେଳ ଖେଳନ୍ତି ଓ ଠିଆ ହୋଇ ବା ଚାଲି ଚାଲି ମଧ୍ୟ ପୂଚି ଖେଳନ୍ତି]