ଠିକଣା କରିବା
ଠିକଣା କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଠିକଣା କରିବା
|
ଦେଶଜ - କ୍ରି.[ସମ୍ପାଦନା]
- ୧. ଅନୂସନ୍ଧାନଦ୍ୱାରା କୌଣସି ବିଷୟର ସିନିଶ୍ଚିତ ସଂବାଦ ସଂଗ୍ରହ କରିବା — ୧. To gather exact information.
- ୨. ଠାବ କରିବା — ୨. To trace an affair; to seek.
- ୩. ସୁଧାରିବା —୩. To set right.
- ୪. ଯୋଗାଡ଼ କରିବା; ଆୟୋଜନ କରିବା — ୪. To arrange.
- ୫. ସ୍ଥିର କରିବା — ୫. To fit; to ascertain; to sattle.
- ୬. ଖୋଜି ବାହାର କରିବା —୬. To find out; to seek out.