ଠିକା ଦେବା
କୌଣସି କାର୍ଯ୍ୟକୁ ନିରୂପିତ ପାରିଶ୍ରମିକ ଓ ସମୟରେ ଶେଷ କରିବା ନିମନ୍ତେ କାନ୍ତରାଟି ଉପରେ ଅର୍ପଣ କରିବା —To let out a work on contract.