ଠେଁସିବା
ଠେଁସିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଠେସିବା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଠେଁସିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ପେଲିବା — ୧. To push; to jostle.
ରାଣ ବୋଲୁ ଠେଁସି ନଖି ଭାଷି ହସି ପଶିଗଲୁ ଅନ୍ତଃପୁରରେ—କବିସୂର୍ଯ୍ୟ. ସଙ୍ଗୀତ
- ୨. ଧକା ମାରିବା —୨. To shove.
- ୩. କଥାକୁ ଅବଜ୍ଞା କରିବା; କଥାନ ମାନିବା — ୩. To be refractory; to resist an order.
- ୪. କାର୍ଯ୍ୟର ଦାୟିତ୍ୱ ଆପଣା ଉପରେ ଖସାଇବା — ୪. To shirk or shufle responsibility.
- ୫. ଚାପିବା; କୌଣସି ବସ୍ତୁକୁ ଅନ୍ୟ ବସ୍ତୁରେ ଦୃଢ଼ରୂପେ ସଂଲଗ୍ନ କରିବା —୫. To press.
ଠେଁସୁଥାଇ ଭରେ ଉରଜକୁ—କବିସୂର୍ଯ୍ୟ. ସଙ୍ଗୀତ
- ୬. ଭରାଦେବା — ୬. To support oneself upon a prop.
- ୭. ବଳପୂର୍ବକ ଭର୍ତ୍ତି କରିବା — ୭. To ram down; to stuff; cram.
- ୮. ଅଧିକ ହେବା; ଅପର୍ଯ୍ୟାପ୍ତ ହେବା —୮. To preponderate; to predominate; to exceed.
- ୯. ଠିଲାଇବା (ଦେଖ) - —୯. Ṭhilāibā (See)
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକା(କେ) ଇବା, ନେବା, ଆଣିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]