ଠୋ—ଠୋ
ଠୋ—ଠୋ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - (ଧ୍ୱନ୍ୟନୁକରଣ) ଅ (ବହୁବଚନ)[ସମ୍ପାଦନା]
ଠୋ ଠୋ (ଦେଖ) - Ṭho ṭho (See)
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
ଉଚ୍ଚ ଶବ୍ଦ ଉତ୍ପନ କରି —Producing loud cracking sounds (as of splitting wood).
କାଠ ହାଣୁ ଠୋ ଠୋ, ବାଘ ମାମୁଁ ତୁ ଅଳ୍ପେଇସି ଯା— ଟିପାଟିପି କାହାଣୀ
(ଠୋଓଠା, ଠୋଓଠାଆ—ଅନ୍ୟରୂପ)
ବିଶେଷଣ - ଓ କ୍ରି.ବିଶେଷଣ -[ସମ୍ପାଦନା]
ଉଚ୍ଚ ଓ ସ୍ପଷ୍ଟ କଥା — Words spoken loudly and distinctly.