ଡଗଡଗ (ଚାଲିବା)
ଡଗଡଗ (ଚାଲିବା)
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଡଗଡଗ (ଚାଲିବା)
|
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଦକ୍ଷ; ସଂସ୍କୃତ - ତକ ଧାତୁ= ଗତି କରିବା)[ସମ୍ପାଦନା]
- ୧. ଶ୍ରୀଘ୍ର ଶ୍ରୀଘ୍ର (ଚାଲିବା) — ୧. (to walk) Briskly or hastily.
ଡଗଡଗ ସେ ଶକ୍ତିରୁ ଉଠୁଛି ତପିତ ପ୍ରୀଚୀ. ବ୍ରହ୍ମନିରୁପଣ ଗୀତ
- ୨. ଲମ୍ୱ ଲମ୍ୱ ପାହୁଣ୍ଡ ପକାଇ (ଚାଲିବା) — ୨. (to walk) With long strides; in a stalking manner.
ମୁଁ ଯେ ବଗ—ଚାଲେ ଡଗଡଗ ଶିଶୁଗୀତ