ଡହଳ ବିକଳ

ଉଇକିଅଭିଧାନ‌ରୁ

ଡହଳ ବିକଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାହାକୁଳ; ସଂସ୍କୃତ - ଦଗ୍ଧ+ଆକୁଳ)[ସମ୍ପାଦନା]

୧. ପୀଡ଼ରେ ଅସ୍ଥିର; ପୀଡ଼ାରେ ଅଧୀର — ୧. Restless through pain.
୨. ଶୋକାକୁଳ —୨. Afflicted with grief; overcome with sorrow.

ବିଶେଷ୍ୟ -[ସମ୍ପାଦନା]

ପୀଡ଼ାଜନିତ ଆତୁରତା ବା ଅଧୀରତା — Affliction; restlessness due to pain.