ଡାଏମନ୍ କଟା

ଉଇକିଅଭିଧାନ‌ରୁ

ଡାଏମନ୍ କଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ଇଂ ଡାୟାମଣ୍ଡ କଟ୍; Diamond= ହୀରା ଓ ରମ୍ୱସ ଆକୃତି ତାସ୍ର ଠିକିରି ରଙ୍ଗ+ Cut= କଟା ହୋଇଥିବା)[ସମ୍ପାଦନା]

ଦାଇମନ୍କଟା; ଯେଉଁ ଅଳଙ୍କାରର କ୍ଷୁଦ୍ର ଅର୍ବଦ ବା ଆବୁମାନ୍ଙ୍କୁ କୋଣବିଶିଷ୍ଟ କରି କାଟି ବା ଉହାରେ ଘଷି ହୀରା ଖଣ୍ଡପରି ଜକଜକ କରଯାଏ — Diamond. cut; (an ornament) with the raised points cut and polished and glittering like the facets of diamond.