ଡାକି କଟି

ଉଇକିଅଭିଧାନ‌ରୁ

ଡାକି କଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

କ୍ଷୀଣକଟୀ ସ୍ତ୍ରୀ — slender-waisted (woman).

ଭାସିଲିଟି ଡାକିକଟି ସ୍ମର ଅକୂପାରେ—କବିସୂର୍ଯ୍ୟ. ସଙ୍ଗୀତ