ଡାକ ପାଣି

ଉଇକିଅଭିଧାନ‌ରୁ

ଡାକ ପାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯେଉଁ ଅଭିମନ୍ତ୍ରିତ ଜଳର ଶକ୍ତିଦ୍ୱାରା ବିଦେଶ— ପ୍ରସ୍ଥିତ ବ୍ୟକ୍ତି ଉଦ୍ୱିଗ୍ନ ହୋଇ ଘରକୁ ଫେରିଆସେ — ୧. Enchanted water reputed to have the potency of attracting wanderers back to their homes.
୨. ଗର୍ଭଣା ସଂକ୍ରାନ୍ତି ଦିନ ବିଲରୁ ଯେଉଁ ପାଣି ନେଇ ମୁଣ୍ଡରେ ଛିଞ୍ଚିବାକୁ ହୁଏ(ଏହା କଲେ ରୋଗ ଆଦି ହୁଏ ନାହିଁ) —୨. Water brought from paddy fields on Garbhaṇā Saṁkrānti and sprinkled over the head.