ଢକ
ଢକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବଟକ)[ସମ୍ପାଦନା]
- ୧. ବଣିଆଁଙ୍କ ବ୍ୟବହୃତ ବଟକରା — ୧. A standdard weighing bit used by goldsmiths; a metal piece used as a standard of weight.
- ୨. କେବେଳ ଖୋଳ, ଫମ୍ପା ଆବରଣ — ୨. Empty frame.
(ଯଥା—ନ ଖାଇ ନ ପିଇ ତାର ବର୍ତ୍ତମାନ ଢକ ରହିଲାଣି)
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]
ଢଗ —Doggerel sayings.