ଢଗ
ଢଗ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ତୁଳ. ଇଂରାଜୀ - Doggerel ଡଗ୍ଗରେଲ=ବ୍ୟଙ୍ଗପୂର୍ଣ୍ଣ ନୀଚ ଶ୍ରେଣୀର ପଦ୍ୟ)[ସମ୍ପାଦନା]
- ୧. ଢେଗ; ପରିହାସ ବା ବ୍ୟଙ୍ଗାତ୍ମକ ଯତି ବା ମିତ୍ରାକ୍ଷର ମିଳିତ ବଚନ — ୧. Badinage; banter; sarcastic doggerel; a gibe or proverb in rhyme.
- ୨. ପ୍ରବଚନ — ୨. Wise popular saying; saws.
[ ଦ୍ର—ସାଧାରଣତଃ ଢଗମାନଙ୍କରେ ଶେଷପଦମାନଙ୍କର ମେଳ ଥାଏ ଓ ଉପସ୍ଥିତ ଘଟଣାକୁ ଲକ୍ଷ୍ୟ କରି ତାହା ବୋଲାଯାଏ ]