ଢଙ୍କା

ଉଇକିଅଭିଧାନ‌ରୁ

ଢଙ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -୧ (ସଂସ୍କୃତ - ଢକ୍ ଧାତୁ=ଆଚ୍ଛାଦନ—ହିନ୍ଦୀ - ଶବ୍ଦସାଗର)

୧. ଆଚ୍ଛାଦନ —୧. Covering.
୨. (ସଂସ୍କୃତ - ଢକ୍କା) ବଡ଼ ନାଗରା ମେଘା — ୨. Big kettle-drum.

[ଦ୍ରଷ୍ଟବ୍ୟ —ଏହା ମଠ ଓ ଠାକୁର ମନ୍ଦିରମାନଙ୍କରେ ପିଟାଯାଏ ଓ ବହୁଦୂରକୁ ମେଘ ଗର୍ଜନ ପରି ଶୁଭେ ]

୩. (ସଂସ୍କୃତ - ଢକ୍କ) ଢାକା ଅଞ୍ଚଳ; ଢେଙ୍କା — ୩. Dacca (in East Bengal).

ବିଶେଷଣ -[ସମ୍ପାଦନା]

ଆଚ୍ଛାଦିତ —Covered; closed.