ଢଣା
ଢଣା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ପରିଶ୍ରାନ୍ତ; କ୍ଳାନ୍ତ — ୧. Tired; fatigued; wearied.
ପ୍ରାଦେଶିକ - (ଗଢଜାତ) ବିଶେଷ୍ୟ -[ସମ୍ପାଦନା]
ଗୋରୁଙ୍କ ଧରିବା ରୋଗବିଶେଷ — A kind of cattle disease.
[ ଦ୍ର—ଏ ରୋଗ ହେଲେ ଗୋରୁଙ୍କ ତାଳୁ ବାଟେ ଦୁଇଟା କଣା ଫୁଟିଯାଏ ସବୁବେଳେ ଗୋରୁ ଝୁଲନ୍ତି ସେ କଣାବାଟେ ପାଣି ତୋଡାଣି ତାଳୁରେ ପଶିଯିବାରୁ ଗୋରୁ ଖାଇ ପାରନ୍ତି ନାହିଁ ଅଳତା ସିଠାକୁ ନିମ କାଠିରେ ଖୁନ୍ଦି ସେ କଣାକୁ ବୁଜି ଦେଲେ ଏ ରୋଗ ଭଲ ହୋଇଯାଏ]