ଢପ ଢପ
ଢପ ଢପ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - (ଧ୍ୱନ୍ୟନୁକରଣ) ଅ[ସମ୍ପାଦନା]
- ୧. ଚମଡ଼ା ଓଦା ବା ଢିଲା ହୋଇଥିବା ବା ଉପରେ ଲୁଗା ପକା ହୋଇଥିବା ଆନଦ୍ଧ ବାଦ୍ୟ ଉପରେ ଆଘାତ ଜନିତ ଶବ୍ଦ — ୧. Dull sound of beating a drum whose hide has become slack or damp or is covered with a piece of cloth; sound of a mufflid drum.
- ୨. ଗୁଣ୍ଡାକଶୁ ଆଦି ଅସଲ ପଦାର୍ଥକୁ ଢିଙ୍କିରେ କୁଟିବା ଶବ୍ଦ —୨. The hollow sound of beating husks with the ḍhiṅki.
- ୩. ଘୋଡ଼ାର ଟାପୁ ଟାଣୁଆ ମାଟିରେ ପଡ଼ିବାର ଶବ୍ଦ — ୩. The thud of horse's hoofs on hard soil.
ଦେଶଜ - ବିଶେଷଣ -[ସମ୍ପାଦନା]
ଢକ ଢକ; ଶିଥିଳ; ହୁଗୁଳା (ଆଳଙ୍କାର) — Loose (ornaments).