ଢମା
ଢମା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମକ= ପରିମାଣ ବିଶେଷ)[ସମ୍ପାଦନା]
ଗୋରୁଙ୍କୁ କୁଣ୍ଡା— ପାଣି ଖୁଆଇବା ନିମନ୍ତେ ବ୍ୟବହୃତ ଭିତର ପାଖେ ତଳେଇ ଛୁଆଣି ହୋଇଥିବା ବାଉଁଶ ଟୋକେଇ — Manger; scuttle;an impervious bamboo backet or troagh used for feeding cattle with liquid food.
ବିଶେଷଣ -[ସମ୍ପାଦନା]
- ୧. ଢମ ପ୍ରିୟ —୧. Boastful; showy.
- ୨. ଗର୍ବୀ —୨. Proud; haughty.
- ୩. ବଡ଼ —୩. Big.