ଢମାଳି
ଢମାଳି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂ ଦମ୍ଭ)[ସମ୍ପାଦନା]
- ୧. ଢମ; କବିତ୍ୱହୀନ ବ୍ୟଙ୍ଗ ବା ପରିହାସ ବଚନ —୧. Unrhymed jeer; gibe.
ଢମାଳି ଗୀତ ଢଗମେଲି ଭୂପତି, ପ୍ରେମପଞ୍ଚାମୃତ
[ଦ୍ରଷ୍ଟବ୍ୟ —ଢଗରେ ପଦମାନଙ୍କର ମିତ୍ରାକ୍ଷର ମିଳେ, ମାତ୍ର ଢମାଳିରେ ତାହା ନ ଥାଏ ଏହା ଢଗ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ]
- ୨. ମୁହଁ ବାଲିଙ୍ଗି —୨. Bragging; boasting.
- ୩. ପରିହାସ; ରଙ୍ଗରସ —୩. Jest; witticism.
ଅନ୍ତୁଡ଼ିଶାଳେ ଯାଇ ମିଳି ହାସ୍ୟକେ କରନ୍ତି ଢମାଳି ଜଗନ୍ନାଥ. ଭାଗବତ
- ୪. ଗର୍ବ; ଅହଙ୍କାର —୪. Pride; arrogance.